Basudevpur Municipality
ବାସୁଦେବପୁର ପୌରପାଳିକା

Smt. Nibedita Behera,
Chairperson More

Samir Ranjan Dash,
ORS
Executive Officer
More

News, Notice & Tender Updates

News




*Ward-wise Sabha*
Ward-wise Sabha for Selection of new Eligible Beneficiaries under PMAY-U is going on please contact to your Ward Officer

* ବୟୋଜ୍ୟେଷ୍ଠ ନାଗରିକ ମାନଙ୍କର ଯେ କୌଣସି ଆପତ୍ତି ଅଭିଯୋଗ ନିମନ୍ତେ ନିଶୁଳ୍କ ବିହିନ ନଂ(Toll Free)-14567 *
ବୟୋଜ୍ୟେଷ୍ଠ ନାଗରିକ ମାନଙ୍କର ଯେ କୌଣସି ଆପତ୍ତି ଅଭିଯୋଗ ନିମନ୍ତେ ନିଶୁଳ୍କ ବିହିନ ନଂ(Toll Free)-14567




ଶିଶୁ କୋଭିଡରୁ ସୁରକ୍ଷିତ ରହିବା
କୋଭିଡରୁ ସୁରକ୍ଷିତ ରହିବା ପାଇଁ ୫ ବର୍ଷରୁ ବଡ ସମସ୍ତ ଶିଶୁ ମାସ୍କ ବ୍ୟବହାର କରିବା ଉଚିତ। ୫ ବର୍ଷରୁ କମ ବୟସ ପିଲାଙ୍କ ପାଇଁ ମାସ୍କ ପରିଧାନ ଆବଶ୍ୟକ ନ ଥିବାବେଳେ ଶିଶୁ ଯଦି COVID19 ଲକ୍ଷଣ ଯୁକ୍ତ ହୋଇଥାଏ ତେବେ ତାକୁ ଅନ୍ୟମାନଙ୍କ ଠାରୁ ଅଲଗା ରଖନ୍ତୁ ଏବଂ ପରିବାରର ସମସ୍ତ ସଦସ୍ୟ ଡବଲ ମାସ୍କ ପରିଧାନ କରନ୍ତୁ

*ସର୍ବସାଧାରଣ ସ୍ଥାନରେ ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।*
କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ତଥା ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ କଥାବାର୍ତ୍ତା କରିବା ସମୟରେ ନାକ ଓ ପାଟିକୁ ଘୋଡାଇ ମାସ୍କ ପିନ୍ଧନ୍ତୁ। ସର୍ବସାଧାରଣ ସ୍ଥାନରେ ଦୁଇ ମିଟର ଦୂରତା ବଜାୟ ରଖନ୍ତୁ। ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।

*କୋଭିଡ୍ ଉପଯୁକ୍ତ ବ୍ୟବହାର*
ଆମ ସୁରକ୍ଷା ଆମ ସତର୍କତାରେ। ଆସନ୍ତୁ କୋଭିଡ୍ ଉପଯୁକ୍ତ ବ୍ୟବହାର ଆପଣାଇବା, କରୋନାକୁ ଦୂର କରିବା। ✅ସାମାଜିକ ଦୂରତା ବଜାୟ ରଖନ୍ତୁ ✅ମାସ୍କ ପିନ୍ଧନ୍ତୁ ✅ନିୟମିତ ଭାବେ ହାତ ଧୁଅନ୍ତୁ

#କରୋନା ସଚେତନତ। #
ଜରୁରୀକାଳିନ ପରିସ୍ଥିତିରେ ଯଦି ସର୍ବସାଧାରଣ ସ୍ଥାନକୁ ଯାଉଛନ୍ତି, ତାହେଲେ ସଠିକ ଭାବରେ ମାସ୍କ ପରିଧାନ କରନ୍ତୁ ଓ ଅନ୍ୟୁନ ଦୁଇ ମିଟର ସାମାଜିକ ଦୂରତା ବଜାୟ ରଖନ୍ତୁ। ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।

*କରୋନା ସଚେତନ*
ଆମେ ସଚେତନ ହେଲେ ନିଜକୁ ଓ ନିଜ ପରିବାରକୁ କୋଭିଡ଼-୧୯ ସଂକ୍ରମଣରୁ ସୁରକ୍ଷିତ ରଖିପାରିବା। ନିୟମିତ ଭାବେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ ଓ ବାରମ୍ବାର ହାତ ଧୁଅନ୍ତୁ। କଡ଼ାକଡ଼ି ଭାବେ କୋଭିଡ ନିୟମ ପାଳନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ।

କରୋନା ଏକ ଲମ୍ବା ଯୁଦ୍ଧ
କରୋନା ଏକ ଲମ୍ବା ଯୁଦ୍ଧ। ଏହି ଯୁଦ୍ଧ ଜିତିବା ପାଇଁ ଆମକୁ ଆହୁରି ସତର୍କ ଓ ସାବଧାନ ହେବାକୁ ପଡିବ। ବର୍ତ୍ତମାନର କଠିନ ସମୟରେ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ #COVID19 ନିୟମର କଡା ଅନୁପାଳନ କରନ୍ତୁ। ନିଜ ତଥା ନିଜ ପରିବାର ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖନ୍ତୁ।

ଡେଙ୍ଗୁ ରୋଗର ଲକ୍ଷଣ
ଭୀଷଣ ଜ୍ୱର, ମାଂସପେଶୀ ଓ ଗଣ୍ଠିରେ ଯନ୍ତ୍ରଣା, ଅସହଜ ଅନୁଭବ କରିବା, ବାନ୍ତି ଆସିବା, ଚର୍ମରେ ଦାଗ ଓ ଆଖିରେ ଯନ୍ତ୍ରଣା ପ୍ରଭୃତି ଡେଙ୍ଗୁ ରୋଗର ଲକ୍ଷଣ ହୋଇପାରେ। ଉପରୋକ୍ତ ମଧ୍ୟରୁ ଯେକୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

About Municipality, Basudevpur

Basudevpur Municipality is in the District of Bhadrak, Odisha born on dt. 24.11.1974 as Notified Area Council, upgraded as Municipality on dt. 14.02.2014 having an area of 47.78 Sq. Kms and Population of 33,689 as per Census-2011, consisting of 23 Nos. of Wards and 6599 House Holds. It is geographically situated is at an elevation of 3 Meters (9 feet). It is located at at 21.14°N 86.74°E. It is a distance of 40 Kms from the District Head Quarters towards Noth-East and 7 Kms from Sahid Tirtha, Eram Circumscribed by Bay of Bengal at east, Gamei River at North, Narasinghpur GP at west and Binayakpur GP at South.

Vision & Mission

The Mission of this organization is to fulfillment of basic amenities of the citizens deserves and make the scanty hunger free, pollution free, educated, healthy, open-defecation free , wealthy and disciplined with socio economic infrastructures. The vision is to achieve all-round prosperity and beautification the town with integrity and fraternity.

Objective

The objectives of this organization are multifarious in nature. It aims at overall development of the citizens and the society at large first of all it endeavours to make sanitation , light, water, land and air, pollution free and provides basic amenities to its citizens. It aims at up-liftment of Urban poor's from slums and hovels and establish them on a stead of rich, healthy, educated position to lead disciplined lives by earning food, shelter and clothing. This organization has already made this town scavenger free. It also aims at beautification of the town for comfort and entertainment of the citizens. Intoto, it aims at social, cultural, political, educational and economical betterment of the citizens of the town.

Basudevpur on MAP

Basudevpur Municipality is located at at 21.14°N 86.74E. It is a distance of 40 Kms from the District Head Quarters towards Noth-East and 7 Kms from Sahid Tirtha, Eram Circumscribed by Bay of Bengal at east, Gamei River at North, Narasinghpur GP at west and Binayakpur GP at South.

Observation of VigilanceAwarenessWeek 2020 at Basudevpur Municipality

Posted by Basudevpur Municipality on Tuesday, October 27, 2020